STORYMIRROR

ତୁମ ପାଇଁ ଦେଖିଥିବା ସବୁ ସ୍ୱପ୍ନ ହଜିଯାଏ। ସବୁ ଶବ୍ଦ ଲିଭିଯାଏ। ସବୁ ପାଇଁ ଥାଏ ଶବ୍ଦଟିଏ ଅଶ୍ରୁ ରକ୍ତିମ ପଛେ ପଶ୍ଚାତାପ କରେ ଦୋଷି କରି ଦେବା ଟା ଉଚିତ ନଥିଲା ହେଲେ ମନକୁ ବୁଝେଇ ଦିଏ ତୁମ ଆଗ ରେ କହିବିନି ତ ଆଉ କାହା ଆଗ ରେ କହିବି ? ତୁମେ ପରା ମୋର ସବୁଠୁ ନିଜର । ତୁମକୁ ବୋଲି ପାଇବି ମୋର ପ୍ରତିକ୍ଷା ସୌନ୍ଦର୍ଯ୍ୟ ସମାଜ

Oriya ତୁମକୁ ଏପରି ସବୁ କଥା ପାଇଁ Poems